୪୫୦କୋଟିର ୧୮ ପ୍ରକଳ୍ପ ଉଦଘାଟିତ

ଓଡିଶା ନିର୍ମାଣ ନିଗମ ଲିମିଟେଡ଼ର 60 ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ 450 କୋଟି ନିବେଶରେ ହୋଇଥିବା 18 ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି l

ଏହି ଅବସରରେ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟମନ୍ତ୍ରୀଙ୍କୁ 14.75 କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes