୪୪.୫ ଡିଗ୍ରୀ ତାପମାତ୍ରା, ଆଜି ବି ସୋନପୁର ରାଜ୍ୟର ଉତ୍ତପ୍ତ ସହର

ସୋନପୁରରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୋଲି ପାଣିପାଗ କେନ୍ଦ୍ର କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version