୪୩ କିଲୋ ଗଞ୍ଜେଇ ସହ ମହିଳା ଗିରଫ

ପୁରୁଷୋତ୍ତମ ଏକ୍ସପ୍ରେସରେ ବ୍ରହ୍ମପୁରରୁ ଦିଲ୍ଲୀ ଯାଉଥିବା ଜଣେ ମହିଳାଙ୍କ ଠାରୁ ଆରପିଏଫ ଭଦ୍ରକ ଷ୍ଟେସନରେ 43 କିଲୋ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes