୪୨ ଟପିଲା ଝାରସୁଗୁଡ଼ା ତାପମାତ୍ରା May 20, 2026 by Odisha ପଶ୍ଚିମ ଓଡ଼ିଶାରେ ଆଜି ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।