୪ଟି ପେଟ୍ରୋଲ୍‌ ଟ୍ୟାଙ୍କର ଅଟକାଇଲେ ଡ୍ରାଇଭର ସଂଘ

ଟିଟିଲାଗଡ଼ ସଇଁତଳା ପାଖ ଲାଚୁଟ ଛକରେ ଅଟକାଇଲେ ଶତାଧିକ ଡ୍ରାଇଭର। ଘଟଣାସ୍ଥଳରେ ସଇଁତଳା, ଦେଓଗାଁ ପୁଲିସ, ବଲାଙ୍ଗିର ସଦର SDPO ପହଞ୍ଚି ଟ୍ୟାଙ୍କର ଛାଡ଼ିବା ପାଇଁ ଆନ୍ଦୋଳନ କରୁଥିବା ଡ୍ରାଇଭରଙ୍କୁ ବୁଝାସୁଝା କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes