୩/୪ ସପ୍ତାହ ପରେ ରାଜ୍ୟରେ ବଢିପାରେ କରୋନା ସଂକ୍ରମଣ

ରାଜ୍ୟରେ ଏବେ କରୋନା ସଂକ୍ରମଣ 10 ରୁ 20 ମଧ୍ୟରେ ଥିଲେ ମଧ୍ୟ 3/4 ସପ୍ତାହ ପରେ ପୁଣି ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଜି କହିଛନ୍ତି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ l

କରୋନା ସହ ଲଢେଇ ପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଅଛି ଏବଂ ଲୋକମାନେ ସଂକ୍ରମଣ ରୋକିବାକୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes