ଶିଶୁ ବାଟିକା ପିଲାଙ୍କୁ ୟୁନିଫର୍ମ, ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ଦିଆଯିବ ନେଇ ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ପ୍ରତି ପିଲା ପିଛା ୧୦୦୦ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ପିଲାଙ୍କୁ ସ୍କଲ୍ ପ୍ରତି ଆକୃଷ୍ଟ କରିବାକୁ ଯୋଜନା କରାଯାଉଛି କହିଛନ୍ତି ମନ୍ତ୍ରୀ।
Credible Local News of Odisha