୩ ବିଲ୍ ଫେରାଇ ନେଲେ ସରକାର

ପୌର ବିଧି ସଂଶୋଧନ, ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍‌ ଓ କ୍ଷତିପୂରଣ ଓ ଭୂଅର୍ଜନ, ପୁନର୍ବାସ ଥଇଥାନ ସ୍ବଚ୍ଛତା ସଂଶୋଧନ ବିଲ୍‌କୁ ପ୍ରତ୍ୟାହାର କରିଛନ୍ତି ସରକାର।

ଗତ ୨୨ରେ ବିଧାନସଭାରେ ୩ ବିଲକୁ ଆଗତ କରିଥିଲେ ଏବଂ ଆଜି ଫେରାଇ ନେଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes