କଟକ ଓଏମପି ଷଷ୍ଠ ବାଟାଲିୟନ ଭିତରେ ପୋଲିସକୁ ଛୁରିମାଡ଼ ହୋଇଛି। ବାଟାଲିୟନ ପରିସରରେ ଥିବା ପୋଖରୀ ନିକଟରେ କିଛି ଯୁବକ ଯୁବତୀ ବସିଥିଲେ, ପୋଲିସ ପାଟ୍ରୋଲିଂ ଭ୍ୟାନ୍ ବାରଣ କରିବାରୁ ବଚସା ହୋଇଥିଲା। ପରେ ସେମାନେ ପୋଲିସ କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।ବେକ,ହାତ ଓ ପିଠିରେ ଲାଗିଛି ଆଘାତ। ପୋଲିସ ଘଟଣାର ତଦନ୍ତ କରୁଛି।