ଗିରଫ ୩ ପୁଲିସ କର୍ମୀଙ୍କ ମଧ୍ୟରେ ଏସଆଇ, ଏଏସଆଇ ଓ କନେଷ୍ଟବଳ ଅଛନ୍ତି।୨୦୧୭ରେ ଜୟପୁର ଟାଉନ୍ ଥାନାର ଆକାଶ ମହୁରୁଆ ନାମକ ଅପରାଧୀକୁ ଥାନାକୁ ଆଣିଥିଲେ, ଥାନାରେ ଗୁରୁତର ହେବା ପରେ ଆକାଶଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣାରେ ଡ୍ୟୁଟିରେ ଥିବା ୪ ପୋଲିସଙ୍କ ନାଁରେ ହୋଇଥିଲା ମାମଲା।
Credible Local News of Odisha