ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ ସମେତ ୩ ଦୋଷଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଭୁବନେଶ୍ୱର ଏଡିଜେ କୋର୍ଟ। ୨୦୧୪ ଖଣ୍ଡଗିରି ଥାନା ସରକନ୍ତରା ସୋନୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଟଙ୍କା ନେଣଦେଣକୁ ନେଇ ବାଥ୍ରୁମ୍ରେ ହତ୍ୟା କରି ଏଣେତେଣେ ଫିଙ୍ଗିଥିଲେ ଅଭିଯୁକ୍ତ।
Credible Local News of Odisha