୩ ଦିନ ହିଟ୍‌ୱେଭ୍‌ବନେଇ ସତର୍କ କଲେ ଏସ୍‌ଆର୍‌ସି

ପାଣିପାଗ ବିଭାଗର ଆକଳନ ଅନୁସାରେ ୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ହିଟ୍‌ୱେଭ୍‌ ରହିବ।

ହିଟ୍‌ୱେଭ୍‌ ପାଇଁ ପିକ୍‌ ଆୱାରରେ ବାହାରକୁ ବାହାରନ୍ତୁ ନାହିଁ, ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା, ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଏସ୍‌ଆର୍‌ସି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes