ଜମି ବିବାଦକୁ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ବାଉଁଶବେଡ଼ାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାକୁ ନେଇ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ।
୨୦୧୬ ଜୁଲାଇରେ ଘଟିଥିବା ହତ୍ୟା ମାମଲାରେ ରାୟ ଆସିଛି। ଉଭୟ ପକ୍ଷରୁ ୩ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା।
Credible Local News of Odisha