୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ତୁଳସୀ ମାଲୁପଦର ଦଳମ୍‌ର ୩ ସଦସ୍ୟ‌ ଆଜି ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

୩ ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। ୩ ମାଓବାଦୀଙ୍କୁ ଧରାଇ ଦେଲେ ମୁଣ୍ଡ ପିଛା ଲକ୍ଷେ ଟଙ୍କା ଘୋଷଣା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version