୩ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଲା ପଟାଙ୍ଗୀ ପୁଲିସ

ଚୋରା ଗଞ୍ଜେଇ ଚାଲାଣ ନେଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ପୁଲିସ ୩ ଅବକାରୀ କର୍ମଚାରୀଙ୍କୁ ଜେରା କରିଛି ।

ଗତକାଲି ଆନ୍ଧ୍ର ଚାଲାଣ ବେଳେ ସୁଙ୍କିରୁ ଗଞ୍ଜେଇ ଜବତ କରିଥିଲା ପୁଲିସ । ଏଥିରେ ୩ ଅବକାରୀ କର୍ମଚାରୀ ସମେତ ୭ ଜଣକୁ ଧରିଥିଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes