କନ୍ଧମାଳ ଜିଲ୍ଲାରେ ମନରେଗା ଅଧୀନରେ ପୋଖରୀ ଖୋଳାରେ ୩୮ ଲକ୍ଷ ଠକେଇ ଅଭିଯୋଗରେ ଧରାକୋଟ ପଞ୍ଚାୟତ ADO ଓ PEOଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।
ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରିବା ପାଇଁ ଜିଲ୍ଲାପାଳ ସୁପାରିଶ କରିଛନ୍ତି।
Credible Local News of Odisha