ଜାନୁଆରୀ ୨୦୨୩ରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଥିବା ବେଳେ ୩୩୭ଟି ଦୁର୍ନୀତି ମାମଲାରେ ହୋଇଛି ଦଣ୍ଡ ବିଧାନ। ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି ସରକାର।
ସରକାରୀ କୋଷାଗାରରେ ୩୨ ଲକ୍ଷ ୫୦ ହଜାର ୮୪୪ ଟଙ୍କା ହୋଇଛି ଜମା। ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି।