୩୨ ଛାତ୍ରୀ ଅସୁସ୍ଥ, କେ. ବଲାଙ୍ଗ ମେଡିକାଲ୍‌ରେ ଭର୍ତ୍ତି

ସୁନ୍ଦରଗଡ଼ ଜିଲ୍ଲା ସ୍ୱଏମ୍ବା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଛନ୍ତି।

ଅସୁସ୍ଥ ହୋଇଥିବା ଛାତ୍ରୀ ସରକାରୀ ହଷ୍ଟେଲରେ ରହୁଥିଲେ। ଅତ୍ୟଧିକ ତାତି ପାଇଁ ଜ୍ୱର, ପେଟବଥା ଓ ମୁଣ୍ଡ ବୁଲାଉଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes