ଟିଟିଲାଗଡ଼ ସଇଁତଳା ବ୍ଲକ୍ ବୁଦ୍ରାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟଣା ଘଟିଛି। ଶିକ୍ଷକ ପ୍ରତାପ ନନ୍ଦଙ୍କୁ ନିଲମ୍ବନ କଲେ ବ୍ଲକ୍ ଶିକ୍ଷା ଅଧିକାରୀ। ୨୨ ତାରିଖରେ ଛାତ୍ରଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା।
Credible Local News of Odisha