ଚାଷୀଙ୍କୁ ସାର ନ ଦେଇ ପ୍ରାଇଭେଟ୍ ଡିଲରଙ୍କୁ ଦିଆାଯାଉଥିବାରୁ ବରଗଡ଼ ଘେଁଷରେ ସାର ବୋଝେଇ ଟ୍ରକ୍କୁ ଅଟକ ରଖିଲେ ଚାଷୀ। ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛନ୍ତି।
Credible Local News of Odisha