ବୌଦ୍ଧ ଜିଲ୍ଲାର ୩ଟି ବ୍ଲକ୍ର ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କଲେ ଡିଇଓ।ଅଗଷ୍ଟ-୧୫ରେ ପିଲାଙ୍କୁ ‘ମିଡ୍ ଡେ ମିଲ୍’ ଦେଇନଥିବାରୁ ନୋଟିସ୍ ଜାରି ହୋଇଛି। ହରଭଙ୍ଗା ବ୍ଲକ୍ର ୩୩ଟି, ବୌଦ୍ଧ ବ୍ଲକ୍ର ୧୫ଟି , କଣ୍ଟାମାଳ ବ୍ଲକ୍ର ୮ଟି ସ୍କୁଲ୍କୁ ନୋଟିସ୍ କରିଛନ୍ତି ଡିଇଓ।
Credible Local News of Odisha