୨ ହେତୁବାଦୀଙ୍କ ନାଁରେ ପୁରୀରେ ମାମଲା

ସୂର୍ଯ୍ୟପରାଗରେ ବିରିୟାନୀ ଖାଇବା ପ୍ରସଙ୍ଗରେ ୨ ହେତୁବାଦୀଙ୍କ ନାଁରେ ପୁରୀ ସିଂହଦ୍ୱାର ଥାନାରେ ମାମଲା ହୋଇଛି।

ଓଡ଼ିଶା ବ୍ରାହ୍ମଣ ସମାଜ ଏତଲା ଆଧାରରେ ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର ସୂତାରଙ୍କ ନାଁରେ ମାମଲା ରୁଜୁ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes