+୨ ରେଜଲ୍ଟ: ପାସ୍‌ ହାରରେ ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ

ଝିଅ ପାସ୍‌ ହାର ୮୫.୬୬% ଥିବାବେଳେ ପୁଅ ପାସ୍ ହାର ୭୦.୪୩% ରହିଛି।

ପ୍ରଥମ ଶ୍ରେଣୀରେ ୩୨, ୭୮୨ ଓ ୨ୟରେ ୩୨, ୪୬୧ ପିଲା ପାସ୍ ହୋଇଛନ୍ତି। ସେହିଭଳି ତୃତୀୟ ଶ୍ରେଣୀରେ ସର୍ବାଧିକ ୧, ୧୬, ୧୭୯ ପିଲା ପାସ୍ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes