ନିଆଳି ବାଲିଅନ୍ତା ଥାନା ଭିଙ୍ଗାରପୁର କାଜରେ ବିଚ୍ ରାସ୍ତାରେ ଆତଙ୍କରାଜ କରିଛନ୍ତି ଯୁବକ। ଅଡ଼ଶପୁରର ୨ ଯୁବକଙ୍କୁ କାବୁ ପରେ ଉତ୍ତମ ମଧ୍ୟମ ଦେଲେ ଲୋକେ। ୨ ଯୁବକଙ୍କୁ ଥାନାରେ ଅଟକ ରଖି ବାଲିଅନ୍ତା ପୋଲିସ ତଦନ୍ତ କରୁଛି। ୨ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha