୨ ବର୍ଷ ଭିତରେ ସାରା ରାଜ୍ୟରେ 5G ସେବା ପହଞ୍ଚିବ: ବୈଷ୍ଣବ

୨୦୨୪, ଡିସେମ୍ବର ୩୧ ସୁଦ୍ଧା ସାରା ରାଜ୍ୟରେ 5G ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଅଗଷ୍ଟ ୧୫, ୨୦୨୪ ସୁଦ୍ଧା ରାଜ୍ୟର ସବୁ ଜାଗାରେ ଟାୱାର କନେିଭିଟି ହେବ। ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଦେଇଛନ୍ତି। ଓଡ଼ିଶାର ପ୍ରତି ଗାଁ ଓ ସ୍କୁଲକୁ ହାଇସ୍ପିଡ କେବୁଲ ପହଞ୍ଚିବ।ଓଡ଼ିଶାର ୮ଟି ଜାଗାରେ ସଫ୍ଟଓୟାର ଟେକ୍ନୋଲୋଜି ପାର୍କ କରାଯିବ ବୋଲି ବୈଷ୍ଣବ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version