୨ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଆକ୍ସନ

ଶତାଧିକ ଲୋକଙ୍କୁ ଉଠାଇ ଆଣିଲା ଜଳେଶ୍ବର ପୋଲିସ। କାଲି ରାଇବଣିଆ ଥାନା ରାଜନଗରପାଟଣା ଗାଁରେ ଘଟିଥିଲା ଅଘଟଣ।

SIR ପାଇଁ ଓଡ଼ିଶାକୁ ପଶି ଆସିଥିବା ୨ ବଙ୍ଗ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ମାଡ଼ ମାରିଥିଲେ। ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଅଟକ ରଖିଥିଲେ ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes