+୨ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ

ସୁନ୍ଦରଗଡ ଜିଲ୍ଲା ବଣାଇ କଲେଜରେ ପରୀକ୍ଷା ଦେଉଥିବା ବେଳେ ଛାତ୍ର ଅଚେତ ହୋଇପଡ଼ିଥିଲେ।

ଉଭୟଙ୍କୁ ସଙ୍ଗେ ସଙ୍ଗେ ବଣାଇ ମେଡିକାଲ ଅଣାଯାଇଥିଲା। ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes