୨ ନିଶା ମାଫିଆ ଭାଇଙ୍କ ୩ କୋଟିର ସଂପତ୍ତି ବାଜ୍ୟାପ୍ତି

ଏନଡିପିଏସ ଆଇନ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀ ଦ୍ୱାରା ସଂପତ୍ତି ବାଜ୍ୟାପ୍ତି ହୋଇଛି।

ଗଞ୍ଜାମ ବୁଗୁଡ଼ାର ବନମାଳୀ ଓ ଅରୁଣ ପ୍ରଧାନଙ୍କ ସଂପତ୍ତି ବାଜ୍ୟାପ୍ତି ହୋଇଥିବା ବେଳେ ଜବତ ସଂପତ୍ତି ମଧ୍ୟରେ ୫ଟି କମର୍ସିଆଲ ବିଲ୍ଡିଂ, ୮ଟି ଜମି, ୫୯୫ ଗ୍ରାମ ସୁନା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes