୨ ଗୋରୁ ଚାଲାଣ କାରୀ ଗିରଫ

କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ୨ ଗୋରୁ ଚାଲାଣ କାରି ଙ୍କୁ ତୁରୁମୁଙ୍ଗା ରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୨ ବ୍ୟକ୍ତି ହେଉଛନ୍ତି ମୟୁରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା ପଡ଼ିହା ଗାଁ ର ଶରତ କୁମାର ରାଉତ ଓରଫ ମହାକୁଡ଼ ଓ ମଝି ଗାଁ ବାସୁଦେବ ଟୁଡୁ।ସୂଚନା ଯେ ଗତ ମାର୍ଚ୍ଚ ମାସ ରେ ୪୯ ନମ୍ବର ଜାତୀୟ ରାଜ ପଥ ରେ ଏକ ଟ୍ରକ ରେ ଗୋରୁ ଚାଲାଣ ହେଉଥିବା

ଖବର ପାଇ ତୁରୁମୁଙ୍ଗା ପୋଲିସ ଟ୍ରକ କୁ ଜବତ କରିଥିବା ବେଳେ ଗୋରୁ ଚାଲାଣ କାରି ମାନେ ସେତେବେଳେ ଫେରାର ହୋଇଯାଇଥିଲେ। ଉଭୟ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes