୨ କୋଟି ୬ ଲକ୍ଷ ଟଙ୍କାର ସାଇବର ଫ୍ରଡ୍ ଅପରାଧରେ ପଶ୍ଚିମ ଦିଲ୍ଲୀର ବିନୟ କୁମାର ଶର୍ମାକୁ ଗିରଫ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ୍।
ବିନୟକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଭୁବନେଶ୍ବର SDJM କୋର୍ଟର ହାଜର କରାଯିବ।
Credible Local News of Odisha