ମୋଟୁ ପତଲୁ ଚୋର ଗ୍ୟାଙ୍ଗର ମହମ୍ମଦ ଅଖଲାକ୍ ଓ ଶୋବିକୁ ଜେଲ୍ଦଣ୍ଡ ହୋଇଛି। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲାରେ ଏମାନେ ସକ୍ରିୟ ଥିଲେ।
ବୁର୍ଲାର ଜ୍ଞାନ ବିହାର ଅଞ୍ଚଳର ଏକ ଚୋରି ଘଟଣାରେ ଥିଲା ସଂପୃକ୍ତି।ମହମ୍ମଦ ନାଁରେ ଓଡ଼ିଶା ସମେତ ୟୁପି ଓ ଦିଲ୍ଲୀରେ ୪୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ସେ ୧୯୯୬ ମସିହାରୁ ଅପରାଧିକ କାର୍ଯ୍ୟକଳାପରେ ଥିଲା ସକ୍ରିୟ।