ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ ଶୀର୍ଷରେ ରହିଛନ୍ତି।
ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଟପରେ ରହିଥିବା ବେଳେ ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସ୍ଭିଏମ୍ ଦ୍ୱିତୀୟ ଓ ୯୩% କଟ୍ଅଫ୍ ସହ ଭୁବନେଶ୍ୱର ବିଜେବି ତୃତୀୟରେ ରହିଛନ୍ତି।
Credible Local News of Odisha