ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗିଫ୍ଟ ମିଲ୍କ ଜରିଆରେ ୧୧୮୪ ପିଲାଙ୍କୁ ଦିଆଯିବ କ୍ଷୀର। ରାଷ୍ଟ୍ରୀୟ ଗୋକୁଲ ଯୋଜନାରେ ୩ହଜାର ଗାଈ ଦିଆଯିବ।
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସବ୍ସିଡିରେ ଦିଆଯିବ ୨ଟି ଗାଈ,
ସବ୍ସିଡି ପାଇଁ କୋଟିଏ ଟଙ୍କା ଦିଆଯିବ କହିଛନ୍ତି ମନ୍ତ୍ରୀ।