୨୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୦୪ ଫୁଟ ଥିବାବେଳେ ହୀରାକୁଦକୁ ପ୍ରବେଶ କରୁଛି ୪,୫୭,୩୮୧ କ୍ୟୁସେକ ଜଳ।

ହୀରାକୁଦରୁ ୪,୪୭,୦୫୮ ଫୁଟ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes