୨୪ରେ ପ୍ରଦର୍ଶିତ ହେବ ୧୯୮୦ର ଚଳଚ୍ଚିତ୍ର ଅପରିଚିତା

ଫିଲ୍ମ ଜର୍ଣାଲିଷ୍ଟ ଫୋରମ ଦ୍ବାରା ଆସନ୍ତା ୨୪ ତାରିଖ ସନ୍ଧ୍ୟା ୬.୧୫ ରେ ଭୁବନେଶ୍ବର ଜୟଦେବ ଭବନରେ ପ୍ରଦର୍ଶିତ ହେବ ୧୯୮୦ରେ ମୁକ୍ତି ଲାଭ କରିଥିବା କଳାଧଳା ଓଡ଼ିଆ ଚଳଚ୍ଚିତ୍ର ଅପରିଚିତା।

ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରଙ୍କ ସମେତ ଚଳଚ୍ଚିତ୍ରରେ ଜଡ଼ିତ ଲୋକଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଥିବା ଆଜି ଫୋରମ୍ କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes