୨୦ ଲକ୍ଷର ପୋଚ ନଷ୍ଟ କଲା ଅବକାରୀ ସ୍ୱାଡ୍

ପୁରୁଣା ବାଲେଶ୍ୱରରେ ଅବକାରୀ ଟିମ୍ ଚଢାଉ କରି ୪୦ ହଜାର ଲିଟର ପୋଚ ଓ ୩ ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି।

ନଷ୍ଟ ହୋଇଥିବା ପୋଚ ପ୍ରାୟ ୨୦ ଲକ୍ଷର ହେବ। ଏହା ସହ ବହୁତ ପରିମାଣର ମଦ ପ୍ରସ୍ତୁତି ସଂରଜାମ ମଧ୍ୟ ଜବତ ହୋଇଛି। ହେଲେ ଚଢ଼ାଉ ବେଳେ ମଦ ମାଫିଆ ଖସି ଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes