ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ସହରର ଡାହାଣିଗଡ଼ିଆ ଠାରେ ୨୩ବର୍ଷୀୟ ଜଣେ ଯୁବକକୁ ଗିରଫ କରିବା ସହ ତା ପାଖରୁ ଏକ ବାଇକ ସହ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୨୦ ଗ୍ରାମର ବ୍ରାଉନସୁଗାର,୫୦ଟି ପେକିଙ୍ଗ ଖାଲି ପୁଡ଼ିଆ ଓ ୨ଟି ମୋବାଇଲ ଜବତ କରିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଆଜି କହିଛନ୍ତି।
Credible Local News of Odisha