ଏ ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। SIR କିଛିଦିନ ଭିତରେ ଆରମ୍ଭ ହେବ, ସରିବା ପରେ ନୂଆ ଭୋଟର ଲିଷ୍ଟ ବାହାରିବ। ସଂରକ୍ଷଣ ଓ ଡିଲିମିଟେସନ ଉଭୟ ଦାୟିତ୍ୱ ରାଜ୍ୟ ସରକାରଙ୍କର। ସଂରକ୍ଷଣ ପକ୍ରିୟା ଆରମ୍ଭ ହେଲାଣି ତେଣୁ ଆଉ ସୀମା ନିର୍ଦ୍ଧାରଣ ହେବନାହିଁ। ସରକାର ଆମକୁ ସଂରକ୍ଷଣ କରି ଦେବାପରେ ନିର୍ବାଚନ ହେବ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର।