ବ୍ରାଉନସୁଗାର ହବ୍ ପାଲଟିଛି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଓ ଜଗତସିଂହପୁର। ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ଗିରଫ ହୋଇଛନ୍ତି ୪୮୧ ଜଣ ବ୍ରାଉନସୁଗାର ବେପାରୀ।
୨୦୨୪-୨୫ରେ ୨୮ କେଜି ୫୭୫ ଗ୍ରାମ ବ୍ରାଉନସୁଗାର ଜବତ, ୩୬୧ ଗିରଫ ହୋଇଥିଲେ। ୨୦୨୩-୨୪ରେ ୩୪ କେଜି ୪୨୬ ଗ୍ରାମ ବ୍ରାଉନସୁଗାର ଜବତ, ୪୪୮ ଗିରଫ ହୋଇଥିଲେ।