ପୁଣି ସଭାପତି ହେବା ପରେ ମନମୋହନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମନମୋହନଙ୍କ ପାଇଁ ବିଜେପି ଏକାକୀ ସରକାର ଗଠନ କରିବା ସମ୍ଭବ ହୋଇପାରିଛି। ୨୧ରୁ ୨୦ ସାଂସଦ ଜିତିବା ମନମୋହନ ଭାଇଙ୍କ ନେତୃତ୍ବ ପାଇଁ ହୋଇଛି କହିଛନ୍ତି ମୁଖ୍ୟମନ୍ତ୍ରୀ।
Credible Local News of Odisha