୨୦୨୪ରେ ଓଡ଼ିଶାରେ ବିଜେପି ଏକା ଲଢ଼ିବ: ଯାଦବ

ଓଡ଼ିଶାରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ପ୍ରସଙ୍ଗରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ପ୍ରତିକ୍ରିୟା ରଖିଛନ୍ତି।

ବିଜେପି ଏକା ଲଢ଼ିବ, କୌଣସି ଗଠବନ୍ଧନ ହେବନି, ଏକା ଲଢ଼ି ରାଜ୍ୟରେ ସରକାର ଗଢ଼ିବୁ କହିଲେ ଭୂପେନ୍ଦ୍ର ଯାଦବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes