ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍ରେ ୨୦୦ ମିଟରରେ ଅନିମେଶ ପ୍ରଥମ ହୋଇଛନ୍ତି। ୨୦୦ ମିଟର ଦୌଡ଼ରେ ୨୦.୭୭ ସେକେଣ୍ଡ୍ ଟାଇମିଂ ସହ ସେ ପ୍ରଥମ ହୋଇଥିବା ବେଳେ
ପୂର୍ବରୁ ୧୦୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ ସ୍ଥାନ ପାଇଥିଲେ।
Credible Local News of Odisha