୨୦୦ ଗ୍ରାମ ହେରୋଇନ ଜବତ, ଜଣେ ଗିରଫ

ଭୁବନେଶ୍ୱର ନୟପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଆଦିବାସୀ ଗାଁ ଲେନରେ ଅବକାରୀ ବିଭାଗ ଅଧିକାରୀ ମାନେ ଚଢ଼ାଉ କରି 200 ଗ୍ରାମ ହେରୋଇନ ଜବତ କରିବା ସହ ଦିଲ୍ଲୀପ କୁମାର ବରାଳ ନାମକ ବ୍ୟକ୍ତିକୁ ଗିରଫ କରିଛନ୍ତି l

ଜବତ ହେରୋଇନର ମୂଲ୍ୟ 20 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes