ଏସପିଙ୍କ ନେତୃତ୍ବରେ SIT ଗଠନ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ DIG ସୂଚନା ଦେଇଛନ୍ତି। କିଙ୍ଗପିନ ସମେତ ୪ ଅଭିଯୁକ୍ତ କେରଳର, ଅନ୍ୟ ୨ ଜଣ ସ୍ଥାନୀୟ ଅଭିଯୁକ୍ତ ଅଟନ୍ତି।
ଅର୍ଥନୈତିକ ଦେଣନେଣର ତଦନ୍ତ ହେବ, ଏକାଧିକ ସ୍ଥାନରେ ରେଡ୍ ଜାରି ରହିଛି କହିଛନ୍ତି ଡିଆଇଜି।
Credible Local News of Odisha