୨ୟ ପର୍ଯ୍ୟାୟ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଉଦଘାଟନ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଟିକ୍ରାପଡା ବନ୍ୟା ଆଶ୍ରୟସ୍ଥଳୀ ଠାରେ ଚାଲିଥିବା ୨ୟ ପର୍ଯ୍ୟାୟ ତାଲିମ ଶିବିରକୁ ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l

ଶିବିରରେ OSDM କର୍ମକର୍ତ୍ତା ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଉପରେ ତାଲିମ ପ୍ରଦାନ କରିଥିବା ଦେଖିବାକୁ ମିଳିଛି I

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes