୧୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର ସୋ-କଜ୍ ନୋଟିସ

ସାମ୍ସ ନିୟମ ଉଲ୍ଲଂଘନ କରି ପିଲାଙ୍କ ଆଡମିଶନ କରିଥିବାରୁ ପିଲାଙ୍କ ଭବିଷ୍ୟତ ନଷ୍ଟ ଆଶଙ୍କା କରାଯାଇ ନୋଟିସ କରାଯାଇଛି ।

ଏଥିପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ, ଜାନୁଆରୀ ୧୧ ସୁଦ୍ଧା ଉତ୍ତର ଦେବାକୁ ୧୯ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes