୧୮ ହଜାର ଡେଟୋନେଟର୍‌ ଜବତ କଲେ ସୁରକ୍ଷାବାହିନୀ

କୋଇଡାବଟଣ୍ଟୋ ଥାନା ହୁସିପି ଗାଁ ନିକଟ ସରଣ୍ଡା ଜଙ୍ଗଲରୁ ଡେଟୋନେଟର୍‌ ଉଦ୍ଧାର କରିଛନ୍ତି ସୁରକ୍ଷାବାହିନୀ।

ଝାଡ଼ଖଣ୍ଡ ଜାଗୁଆର୍‌ ଓ CRPF ୬୦ ବାଟାଲାୟନର ମିଳିତ ଅପରେସନରେ ଏହା ସଫଳ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes