୧୬ ଲକ୍ଷର କଫସିରପ୍ ଜବତ

ବରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ କରି ୮ ହଜାର ୩୮୦ ବୋତଲ କଫସିରପ୍ ଜବତ କରିଛି ପୁଲିସ।

ଏହା ସହ ୩ ଜଣଙ୍କୁ ଗିରଫ କରିଛି। ଜବତ କଫସିରପ୍ ଆନୁମାନିକ ୧୬ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes