୧୬ ନମ୍ବର ୱାର୍ଡରେ ସମସ୍ୟା ବୁଝିଲେ ସଦର ବିଧାୟକ

ବାଲେଶ୍ଵର ପୌରପାଳିକା ଅନ୍ତର୍ଗତ ୧୬ ନମ୍ବର ୱାର୍ଡରେ ବିଭିନ୍ନ ସମସ୍ୟା ନେଇ ଆଜି ସଦର ବିଧାୟକ ସ୍ୱରୁପ କୁମାର ଦାସ ପରିଦର୍ଶନ କରିଛନ୍ତି ।

ତତ୍ ସହିତ ସ୍ଥାନୀୟ କାଉନସିଲରଙ୍କ ସହ ସମସ୍ୟା ଗୁଡିକର ସମାଧାନ ନେଇ ଆଲୋଚନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes