୧୬ସେଟ୍ ଫର୍ମ କିଣିଲା ବିଜେପି March 2, 2026 by Odisha ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ କିଣିଲା ବିଜେପି। ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ୫ ବିଧାୟକ ଯାଇ ଫର୍ମ କିଣିଛନ୍ତି।